ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଧିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଧିଆ   ବିଶେଷ୍ୟ

ଅର୍ଥ : କୁକୁର ଜାତୀୟ ଏକ ପ୍ରସିଦ୍ଧ ଜଙ୍ଗଲୀ ହିଂସ୍ର ଜନ୍ତୁ ଯାହା ଛୋଟ ଜନ୍ତୁମାନଙ୍କୁ ଉଠାଇ ନିଏ

ଉଦାହରଣ : ମେଷପାଳକ ଗଧିଆକୁ ଦେଖି ଡରିଗଲା

कुत्ते की जाति का एक प्रसिद्ध जंगली हिंसक जंतु जो छोटे जानवरों को उठा ले जाता है।

गड़रिया भेड़िये को देखकर डर गया।
अरण्य श्वान, जनाशन, भेड़िया, वत्सादन, वृक, श्वक, सालावृक

Any of various predatory carnivorous canine mammals of North America and Eurasia that usually hunt in packs.

wolf

ଅର୍ଥ : ଗଧିଆ ଜାତୀୟ ଏକ ପ୍ରକାର କୁକୁର ସଦୃଶ ଜଙ୍ଗଲୀ ପଶୁ ଯାହା ବିଶେଷତଃ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ଦେଖାଯାନ୍ତି

ଉଦାହରଣ : ଶିକାରୀର ଗୋଟିଏ ତୀରରେ ଗଧିଆଟିର ଜୀବନ ଲୀଳା ଶେଷ ହେଲା

भेड़िए की जाति का कुत्ता सदृश एक रात्रिचर जंगली पशु जो विशेषकर अफ़्रीका एवं दक्षिण एशिया में पाया जाता है।

शिकारी के एक ही वार ने लकड़बग्घे की जीवन लीला समाप्त कर दी।
ईहावृक, चरग, तरक्षु, तर्क्षु, बघेरा, बघेल, बघेला, लकड़बग्घा, लग्घड़, शार्दूल

Doglike nocturnal mammal of Africa and southern Asia that feeds chiefly on carrion.

hyaena, hyena