ଅର୍ଥ : ଯାହା ପ୍ରଜାତନ୍ତ୍ରର ସିଦ୍ଧାନ୍ତ ଅନୁସାରେ ହୋଇଥାଏ
ଉଦାହରଣ :
ପ୍ରଜାତନ୍ତ୍ରୀୟ ରାଜ୍ୟ ବ୍ୟବସ୍ଥାରେ ପ୍ରଜା ସନ୍ତୁଷ୍ଟ
ସମକକ୍ଷ : ଗଣତାନ୍ତ୍ରିକ, ପ୍ରଜାତନ୍ତ୍ରୀ, ପ୍ରଜାତନ୍ତ୍ରୀୟ, ପ୍ରଜାତାନ୍ତ୍ରିକ, ଲୋକତନ୍ତ୍ରୀ, ଲୋକତନ୍ତ୍ରୀୟ, ଲୋକତାନ୍ତ୍ରିକ
ଅର୍ଥ : ପ୍ରଜାତନ୍ତ୍ରର ବା ପ୍ରଜାତନ୍ତ୍ର ସମ୍ବନ୍ଧୀୟ
ଉଦାହରଣ :
ଭାରତ ଏକ ପ୍ରଜାତାନ୍ତ୍ରିକ ଦେଶ
ସମକକ୍ଷ : ଗଣତନ୍ତ୍ରୀୟ, ଗଣତାନ୍ତ୍ରିକ, ପ୍ରଜାତନ୍ତ୍ରୀୟ, ପ୍ରଜାତାନ୍ତ୍ରିକ, ଲୋକତନ୍ତ୍ରୀ, ଲୋକତନ୍ତ୍ରୀୟ, ଲୋକତାନ୍ତ୍ରିକ