ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଞ୍ଜୋଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଞ୍ଜୋଡ଼   ବିଶେଷ୍ୟ

ଅର୍ଥ : ଯେ ନିଶା ହେବାନିମନ୍ତେ ପ୍ରାୟ ଗଞ୍ଜା ସେବନ କରନ୍ତି

ଉଦାହରଣ : ସେ ପକ୍କା ଗଞ୍ଜୋଡ଼, ଗଞ୍ଜେଇ ନ ଟାଣିଲେ ସେ କିଛି କାମ କରେନାହିଁ

ସମକକ୍ଷ : ଗଞ୍ଜେଇଖୋର, ଗଞ୍ଜଡ଼

वह जो नशे के लिए प्रायः गाँजे का सेवन करता हो।

वह पक्का गँजेड़ी है, जब तक गाँजा नहीं पी लेता कोई काम नहीं करता।
गँजेड़ी, दमी

Someone who is physiologically dependent on a substance. Abrupt deprivation of the substance produces withdrawal symptoms.

addict

ଗଞ୍ଜୋଡ଼   ବିଶେଷଣ

ଅର୍ଥ : ଯେ ଗଞ୍ଜା ଟାଣେ

ଉଦାହରଣ : ଗଞ୍ଜୋଡ଼ ଲୋକ ସହିତ ରହିଲେ ତୁମେ ବି ଗଞ୍ଜୋଡ଼ ପାଲଟିଯିବ

जो गाँजा पीता हो।

गँजेड़ी लोगों के साथ रहने से तुम भी गँजेड़ी बन जाओगे।
गँजेड़ी