ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଡ଼ି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଧଳା ମାଟି

ଉଦାହରଣ : ଅଧ୍ୟାପକ ମହୋଦୟ କଳା ପଟା ଉପରେ ଖଡ଼ିରେ ଲେଖୁଛନ୍ତି

ସମକକ୍ଷ : ଚକ୍

ଅର୍ଥ : ଏକ ପ୍ରକାର ପେନସିଲ୍ ଯାହା ସାହାଯ୍ୟରେ ସ୍ଲେଟ୍‌ ଉପରେ ଲେଖାଯାଏ

ଉଦାହରଣ : ପିଲାଟି ସ୍ଲେଟ୍‌ଖଡ଼ିରେ ସ୍ଲେଟ୍‌ ଉପରେ ଲେଖୁଛି

ସମକକ୍ଷ : ସ୍ଲେଟ୍‌ଖଡ଼ି

एक प्रकार की पेंसिल जिससे स्लेट पर लिखा जाता है।

बच्चा स्लेट पेंसिल से स्लेट पर लिख रहा है।
पेंसिल बत्ती, पेन्सिल बत्ती, स्लेट पेंसिल, स्लेट पेन्सिल, स्लेटी

(formerly) a writing tablet made of slate.

slate