ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଲି   ବିଶେଷ୍ୟ

ଅର୍ଥ : ଛୋଟ ଛୋଟ କୋଠରି

ଉଦାହରଣ : ଆମର ପୁରୁଣା ରୋଷେଇ ଘରରେ ପାଞ୍ଚଟି ଥାକ ଥିଲା

ସମକକ୍ଷ : କୋଠରି, ଥାକ

छोटा कमरा।

हमारे पुराने रसोई घर में पाँच खोलियाँ थीं।
कोठरी, कोष्ठ, खोली

Any small compartment.

The cells of a honeycomb.
cell

ଅର୍ଥ : ଘେରକରି ତିଆରି କରାଯାଇଥିବା ଏକ ପ୍ରକାର ଛୋଟ ଦୋକାନ

ଉଦାହରଣ : ସେ ପ୍ରତିଦିନ ଚା ପିଇବାପାଇଁ ଏହି ଖୋଲିକୁ ଆସେ

ସମକକ୍ଷ : ଗୁମୁଟି

घेरकर बनाई गई एक प्रकार की छोटी दूकान।

वह प्रतिदिन चाय पीने इस गुमटी पर आता है।
गुमटी

Small area set off by walls for special use.

booth, cubicle, kiosk, stall

ଅର୍ଥ : ଗୋଟିଏ ବଖରା ଭିତରେ ଆଉ ଏକ ଛୋଟ ବଖରା

ଉଦାହରଣ : ବମ୍ବେରେ ବହୁତ ଲୋକ ଖୋଲିରେ ଜୀବନଯାପନ କରୁଛନ୍ତି

एक कमरे का छोटा घर।

मुम्बई में बहुत से लोग खोली में गुजर-बसर करते हैं।
खोली