ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଦନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଦନ କରିବା   କ୍ରିୟାପଦ

ଅର୍ଥ : କୌଣସି କଠିନ ଜିନିଷରେ ଧାରୁଆ ବସ୍ତୁଦ୍ୱାରା ଅଙ୍କିତ କରିବା ବା ଲେଖିବା

ଉଦାହରଣ : ସେ ମାର୍ବଲରେ ନିଜ ନାମ ଉତ୍କୀର୍ଣ୍ଣ କଲା

ସମକକ୍ଷ : ଉତ୍କୀର୍ଣ୍ଣ କରିବା, ଖୋଦିତ କରିବା

किसी चीज़ में धारदार वस्तु से बेल-बूटे, आकृति आदि बनाना या कुछ लिखना।

उसने संगमरमर पर अपना नाम उत्कीर्ण किया।
अवलेखना, उकीरना, उकेरना, उखेरना, उखेलना, उत्कीर्ण करना, खोदना

Make an incision into by carving or cutting.

incise