ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଁଣ୍ଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଁଣ୍ଡି   ବିଶେଷ୍ୟ

ଅର୍ଥ : ଯେଉଁ ପତଳା କାଠ ମୁଣ୍ଡରେ କଣା କରି କାଚ ଚୁଳି ବାନ୍ଧନ୍ତି

ଉଦାହରଣ : ବୁଣାକାରମାନେ ସୂତା ଲଗାଇବାପାଇଁ ଖୁଁଣ୍ଡିରେ ସୂକ୍ଷ୍ମ ରେଶମ ତାର ଲଗାନ୍ତି

एक पतली लकड़ी जिसके छोर पर काँच का एक चुल्ला फोड़कर बाँधते हैं।

जुलाहे ताना डालने के लिए खूँड़ी से रेशम के बारीक तार डालते हैं।
खूँड़ी