ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାସୀ   ବିଶେଷ୍ୟ

ଅର୍ଥ : ଭାରତର ଗୋଟିଏ ଜନଜାତି

ଉଦାହରଣ : ଖାସୀ ଜନଜାତି ମୂଳତଃ ମେଘାଳୟରେ ଦେଖାଯାନ୍ତି

ସମକକ୍ଷ : ଖାସୀ ଜନଜାତି

एक भारतीय जनजाति।

खासी मूलरूप से मेघालय में पाई जाती है।
खासी

A social division of (usually preliterate) people.

folk, tribe

ଅର୍ଥ : ଭାରତର ବିଶେଷକରି ମେଘାଳୟରେ କୁହାଯାଉଥିବା ଭାଷା

ଉଦାହରଣ : ଖାସୀ ଭାଷା ଆସାମର କେତେକ ପର୍ବତାଞ୍ଚଳରେ ମଧ୍ୟ କୁହାଯାଏ

ସମକକ୍ଷ : ଖାସୀ ଭାଷା

भारत के विशेषकर मेघालय में बोली जाने वाली एक भाषा।

खासी आसाम के कुछ पर्वतीय भागों में भी बोली जाती है।
खासी, खासी भाषा

A systematic means of communicating by the use of sounds or conventional symbols.

He taught foreign languages.
The language introduced is standard throughout the text.
The speed with which a program can be executed depends on the language in which it is written.
language, linguistic communication