ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଦ୍ୟଲୋଭୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଦ୍ୟଲୋଭୀ   ବିଶେଷଣ

ଅର୍ଥ : ଯାହାର ସ୍ୱାଦିଷ୍ଟ ପଦାର୍ଥ ଖାଇବା ଲାଳସା ଥାଏ

ଉଦାହରଣ : ଖାଇବାପାଇଁ ଏତେ ସମୟ ଦେବା ଆପଣଙ୍କ ଭଳି ଖାଦ୍ୟଲୋଭୀ ଲୋକ ପାଇଁ ହିଁ ସମ୍ଭବ

ସମକକ୍ଷ : ଖାଉ, ଖାଦ୍ୟଲୋଲୁପ

जिसे स्वादिष्ट चीज़ खाने का व्यसन हो।

खाने के पीछे इतना समय देना आप जैसे चटोरे व्यक्ति के लिए ही संभव है।
चटोर, चटोरा, जिभला, जिह्वा लोलुप, लज़्ज़तपसंद, स्वादलोलुप

Given to excess in consumption of especially food or drink.

Over-fed women and their gluttonous husbands.
A gluttonous debauch.
A gluttonous appetite for food and praise and pleasure.
gluttonous