ଅର୍ଥ : ଚର୍ବିରେ ଦ୍ରବଣୀୟ ଏକ ପ୍ରକାର ଭିଟାମିନଗୁଡ଼ିକର ବର୍ଗ
ଉଦାହରଣ :
ଭିଟାମିନ ଡି ବର୍ଗରେ ଡି୨,ଡି୩,ଡି୪,ଡି୫ ସମ୍ମିଳିତ ହୋଇଥାନ୍ତି
ସମକକ୍ଷ : ଖାଦ୍ୟସାର ସି, ଭିଟାମିନ ଡି
ଅର୍ଥ : ଲେମ୍ବୁ,କମଳା,ଅଏଁଳା ଆଦିରେ ଅଧିକ ମାତ୍ରାରେ ଥିବା ଏକ ପ୍ରକାର ଭିଟାମିନ
ଉଦାହରଣ :
ପ୍ରତିଦିନ ଶିଶୁମାନଙ୍କପାଇଁ ଭିଟାମିନ ସି ୧୦ରୁ ୧୫ମିଲିଗ୍ରାମ ଆବଶ୍ୟକ
ସମକକ୍ଷ : ଖାଦ୍ୟସାର ସି, ଭିଟାମିନ ସି