ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଉଟି କାର୍ଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଉଟି କାର୍ଡ଼   ବିଶେଷ୍ୟ

ଅର୍ଥ : ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଇଥିବା ସେହି କାର୍ଡ଼ ଯାହାକୁ ଦେଖେଇ କରି ସେ ନିର୍ଧାରିତ ପରିମାଣର ଜିନିଷ ପ୍ରାପ୍ତ କରିପାରନ୍ତି

ଉଦାହରଣ : ମୋତେ ଖାଉଟି କାର୍ଡ଼ ଠିକଣା ବଦଳେଇବାକୁ ପଡ଼ିବ

ସମକକ୍ଷ : କଣ୍ଟ୍ରୋଲ କାର୍ଡ଼, ରେସନ କାର୍ଡ଼

प्रत्येक व्यक्ति को दिया हुआ वह कार्ड जिसको दिखाकर वह निर्धारित परिमाण में सामग्री प्राप्त कर सकता है।

मुझे राशन कार्ड का पता बदलवाना है।
राशन कार्ड, राशन-कार्ड, राशनकार्ड

A card certifying the bearer's right to purchase rationed goods.

ration card