ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଳନାୟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଳନାୟିକା   ବିଶେଷ୍ୟ

ଅର୍ଥ : କାହାଣୀ, ଚଳଚିତ୍ରଆଦିରେ ଖଳନାୟକର ସଙ୍ଗିନୀ ବା ନାୟକ ନାୟିକାଙ୍କ ପ୍ରମୁଖ ମହିଳା ପ୍ରତିଦ୍ୱନ୍ଦୀ

ଉଦାହରଣ : ଏହି ଉପନ୍ୟାସର ଖଳନାୟିକା ପାଠକର ମନ ଉପରେ ଏକ ସ୍ପଷ୍ଟ ଛାପ ଛାଡ଼ିଯାଏ

कहानी, फिल्म आदि में खलनायक की संगिनी या नायक, नायिका की प्रमुख महिला प्रतिद्वंदी।

इस उपन्यास की खलनायिका पाठक के चित्त पर एक अमिट छाप छोड़ जाती है।
कुलटा, खलनायिका

A woman villain.

villainess