ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଲିଫା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଲିଫା   ବିଶେଷ୍ୟ

ଅର୍ଥ : ମହାପୁରୁଷ ମହମ୍ମଦଙ୍କ ଉତ୍ତରାଧିକାରୀ ଯାହାଙ୍କୁ ସମସ୍ତ ମୁସଲମାନଙ୍କର ସର୍ବପ୍ରଧାନ ନେତା ରୂପେ ବିଚାର କରାଯାଏ

ଉଦାହରଣ : ଖଲିଫାଙ୍କୁ ମହାପୁରୁଷ ମହମ୍ମଦଙ୍କ ପ୍ରତିନିଧି ବୋଲି ବିଚାର କରାଯାଏ

मुहम्म्द साहब के उत्तराधिकारी जो समस्त मुसलमानों के सर्वप्रधान नेता माने जाते हैं।

ख़लीफ़ा मुहम्मद साहब के प्रतिनिधि माने जाते हैं।
खलीफा, ख़लीफ़ा

The civil and religious leader of a Muslim state considered to be a representative of Allah on earth.

Many radical Muslims believe a Khalifah will unite all Islamic lands and people and subjugate the rest of the world.
calif, caliph, kalif, kaliph, khalif, khalifah