ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଲିପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଲିପତ୍ର   ବିଶେଷ୍ୟ

ଅର୍ଥ : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ

ଉଦାହରଣ : ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ

ସମକକ୍ଷ : ପତ୍ର

बड़े पत्ते या पत्तों को जोड़कर बनाया हुआ थाली के समान वह बड़ा गोलाकार आधार जिस पर खाने आदि के लिए चीज़ें रखी जाती हैं।

समारोह में सभी आगंतुक पंगत में बैठकर पत्तल में खाना खा रहे थे।
पत्तल, पनवार, पनवारा, पातर, पातल