ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖପରଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖପରଲି   ବିଶେଷ୍ୟ

ଅର୍ଥ : ମାଟିର(ପୋଡ଼ା ହୋଇଥିବା)ଚାରିକୋଣିଆ ବା ଅର୍ଦ୍ଧଗୋଲାକାର ଆକୃତି ଯାହାକୁ ଛାଉଣିରେ ବ୍ୟବହାର କରାଯାଏ

ଉଦାହରଣ : ଅଧିକତର ମାଟି ଘର ଖପରଲିରେ ଛପର ହୋଇଥାଏ

ସମକକ୍ଷ : ଖପର, ଟାଇଲ୍

मिट्टी की (पकी हुई) चौकोर या अर्ध गोलाकार आकृति जो घर की छाजन पर रखने के काम आती है।

ज्यादातर मिट्टी के घर खपरैल से छाये जाते हैं।
खपड़ा, खपड़ैल, खपरा, खपरैल, खप्पड़, खप्पर, टाइल, टॉइल

A thin flat slab of fired clay used for roofing.

roofing tile, tile