ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖନା   ବିଶେଷ୍ୟ

ଅର୍ଥ : ଅସ୍ପଷ୍ଟ କହୁଥିବା ବ୍ୟକ୍ତି

ଉଦାହରଣ : ଖନାମାନଙ୍କଠାରେ ହୀନ ଭାବନା ଆସି ଯାଏ

अस्पष्ट बोलनेवाला व्यक्ति।

तोतलों में हीन भावना आ जाती है।
तुतरा, तुतला, तोतर, तोतरा, तोतला

A speaker who lisps.

lisper

ଅର୍ଥ : ଯେ ସ୍ପଷ୍ଟ କଥା କହିପାରେ ନାହିଁ

ଉଦାହରଣ : ସେହି ଖନାର କଥା ଶୁଣି ଲୋକମାନେ ହସିଲେ

वह जो स्पष्ट नहीं बोल सकता।

उस अबोले की बातें सुनकर लोग हँसने लगे।
अबोला

ଖନା   ବିଶେଷଣ

ଅର୍ଥ : ଥଙ୍ଗେଇଥଙ୍ଗେଇ କଥା କହୁଥିବା ଲୋକ

ଉଦାହରଣ : ଖନା ପିଲାର କଥା ମୁଁ ବୁଝି ପାରୁନଥିଲି

तुतलाकर बोलनेवाला।

तोतले बच्चे की बात मैं समझ नहीं पा रहा था।
तुतरा, तुतला, तोतर, तोतरा, तोतला