ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡିକାଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡିକାଶ   ବିଶେଷ୍ୟ

ଅର୍ଥ : ତଣ୍ଟିରେ କୌଣସି ଜିନିଷ ଲାଖିଯିବା ବା ନାକରେ ପାଣି ପଶିଗଲେ ହେଉଥିବା କାଶ

ଉଦାହରଣ : ଖଣ୍ଡିକାଶ ସହିତ ମଶା ନାକରୁ ବାହାରିଗଲା

गले में कोई चीज फँसने अथवा नाक में पानी चढ़ जाने से आनेवाली एक प्रकार की खाँसी।

उच्छू के साथ ही मच्छर नाक से बाहर निकल गया।
उच्छू

ଅର୍ଥ : ଶୁଖିଲା କାଶ ହେଲେ ଗଳାରୁ ବାହାରୁଥିବା ଶବ୍ଦ

ଉଦାହରଣ : ବୁଢ଼ୀର ଖଣ୍ଡିକାଶ ଆଜି ରାତିରେ ମୋତେ ଠିକଭାବେ ଶୁଆଇଦେଲା ନାହିଁ

गले का वह शब्द जो सूखी खाँसी के साथ निकलता है।

बुढिया की ढाँस ने आज रात ठीक से सोने नहीं दिया।
ढाँस