ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଟିଆବୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଟିଆବୁଣା   ବିଶେଷ୍ୟ

ଅର୍ଥ : ଦଉଡ଼ିଆ ଖଟ ବୁଣୁଥିବା ବ୍ୟକ୍ତି

ଉଦାହରଣ : ଖଟିଆବୁଣା ଦଉଡ଼ିଆ ଖଟ ବୁଣୁଛି

खाट की बुनाई करने वाला व्यक्ति।

खटबुना खाट बुन रहा है।
खट-बुना, खटबुना