ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷୀରଖିଆ ଛୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷୀରଖିଆ ଛୁଆ   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ପିଲା ବର୍ତ୍ତମାନ ନିଜ ମା କ୍ଷୀର ପିଇ ବଞ୍ଚୁଛି

ଉଦାହରଣ : ଶୀଲା ତା କ୍ଷୀରଖିଆ ଛୁଆକୁ କାନ୍ଦିବା ଅବସ୍ଥାରେ ଛାଡିଦେଇଛି

ସମକକ୍ଷ : ଦୁଧପିଆ ପିଲା

वह छोटा बच्चा जो अभी अपनी माँ का दूध पीकर रहता हो।

शीला अपने दूधपीते को रोता हुआ छोड़ दी है।
दूधपीता, दूधपीता बच्चा, बोबा