ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରୋଧିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରୋଧିତ ହେବା   କ୍ରିୟାପଦ

ଅର୍ଥ : ଅସନ୍ତୁଷ୍ଟ ହୋଇ ଉଦାସୀନ, ଚୁପ୍‌ ବା ଅଲଗା ହୋଇଯିବା

ଉଦାହରଣ : ମୁଁ ତା କାମ କରିପାରିଲି ନାହିଁ ବୋଲି ସେ ମୋ ଉପରେ ରୁଷିଛି

ସମକକ୍ଷ : କୁପିତ ହେବା, କ୍ରୁଦ୍ଧ ହେବା, ମୁଁହ ଫୁଲେଇବା, ରୁଷିବା, ରୁଷ୍ଟ ହେବା

किसी अपने के अनुचित या अप्रत्याशित व्यवहार से इतना दुःखी, अप्रसन्न, उदासीन या चुप होना कि उसके बुलाने तथा मनाने पर भी जल्दी न बोलना या मानना।

मैं उसका काम न कर सका इसलिए वह मुझसे रूठा हुआ है।
अनखना, अनखाना, अनसाना, अनैसना, फूलना, मुँह फुलाना, रिसाना, रुष्ट होना, रूठना, रूसना

Be in a huff and display one's displeasure.

She is pouting because she didn't get what she wanted.
brood, pout, sulk