ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରୀତ   ବିଶେଷଣ

ଅର୍ଥ : ଯାହା କିଣା ଯାଇଛି

ଉଦାହରଣ : ଶୀଲା କ୍ରୀତ ଜିନିଷଗୁଡ଼ିକୁ ବାକ୍ସରେ ରଖୁଛି

ସମକକ୍ଷ : କିଣା, ଖରିଦା

जो खरीदा गया हो।

शीला खरीदे हुए सामानों को बक्से में रख रही है।
क्रीत, खरीदा, खरीदा हुआ