ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିକେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିକେଟ   ବିଶେଷ୍ୟ

ଅର୍ଥ : ଏଗାର ଜଣ ଲେଖାଏଁ ଦୁଇ ଦଳ ଖେଳାଳୀଙ୍କ ମଧ୍ୟରେ ହେଉଥିବା ବ୍ୟାଟ୍‌ ଓ ବଲ୍ ଖେଳ

ଉଦାହରଣ : କପିଳଦେବଙ୍କୁ କ୍ରିକେଟ ଖେଳରେ ସର୍ବଶ୍ରେଷ୍ଠ ଖେଳାଳୀଙ୍କ ମଧ୍ୟରେ ଗଣାଯାଏ

ग्यारह-ग्यारह के दो दलों के बीच होने वाला गेंद-बल्ले का एक खेल।

कपिलदेव की गणना क्रिकेट के सर्वश्रेष्ठ खिलाड़ियों में होती है।
क्रिकेट

A game played with a ball and bat by two teams of 11 players. Teams take turns trying to score runs.

cricket