ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋରଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋରଡ଼   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦିର ସେହି ଅଂଶ ଯାହା ଖାଲି ରହିଥାଏ

ଉଦାହରଣ : ଗଛର କୋରଡ଼ରେ ଥିବା ସାପ ଫୁଫୁକାର କରୁଛି

ସମକକ୍ଷ : ପମ୍ଫାସ୍ଥାନ, ପୋଲାସ୍ଥାନ

किसी वस्तु आदि का वह भाग जो ख़ाली होता है।

पेड़ के खोखले भाग में बैठा सर्प फुफकार रहा था।
खोंखला, खोंखला भाग, खोखल, खोखला, खोखला भाग, पोल

A cavity or space in something.

Hunger had caused the hollows in their cheeks.
hollow

ଅର୍ଥ : ଗଛର ଶାଖା, ଗଣ୍ଡିଆଦିରେ ତିଆରି ହୋଇଥିବା ପୋଲା ଅଂଶ

ଉଦାହରଣ : ଅଶ୍ୱତ୍‌ଥଗଛର ଏହି କୋରଡ଼ରେ ଗୋଟିଏ ସାପ ରହେ

ସମକକ୍ଷ : କୋଟର, ଖୁଙ୍ଗୁର

पेड़ की शाखाओं, तने आदि में बना हुआ खोखला भाग।

पीपल के इस कोटर में एक साँप रहता है।
कोटर, खोंडर, खोंड़र, खोडर, निष्कुह