ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋନ୍   ବିଶେଷ୍ୟ

ଅର୍ଥ : କାହାଳୀରେ ଭରିଥିବା ଆଇସକ୍ରିମ୍

ଉଦାହରଣ : ଅମୂଲର କୋନ୍ ଆଇସକ୍ରିମ୍ ମୋର ବହୁତ ପସନ୍ଦ

ସମକକ୍ଷ : କୋନ୍ ଆଇସକ୍ରିମ୍

कोन में भरी हुई आइसक्रीम।

अमूल का कोन मुझे बहुत पसंद है।
कोन, कोन आइसक्रीम

Ice cream in a crisp conical wafer.

ice-cream cone

ଅର୍ଥ : ମଇଦାରେ ପ୍ରସ୍ତୁତ ଯେଉଁ ଶଙ୍କୁଭଳି ବସ୍ତୁଟିରେ ଆଇସକ୍ରିମ୍ ଭରି ଖିଆଯାଏ

ଉଦାହରଣ : ଆଇସକ୍ରିମ୍ କୋନ୍ କୁଡ଼ୁମୁଡ଼ିଆ ହେଲେ ହିଁ ଭଲ ଲାଗେ

ସମକକ୍ଷ : ଆଇସକ୍ରିମ୍ କୋନ୍

मैदे की बनी वह शंक्वाकार वस्तु जिसमें आइसक्रीम भरकर खाते हैं।

कोन बहुत कुरकुरा होने पर ही अच्छा लगता है।
आइक्रीम कोन, कोन