ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଠୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଠୀ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଲୋକମାନେ ମହାଜନଙ୍କଠାରୁ ଟଙ୍କା ନେଣଦେଣ କରନ୍ତି

ଉଦାହରଣ : କୃଷକଟି ତା ଝିଅ ବାହାଘରପାଇଁ କୋଠୀରୁ କିଛି ଟଙ୍କା ଉଧାର ଆଣିଲା

ସମକକ୍ଷ : ମହାଜନ କୋଠୀ

वह स्थान जहाँ लोग कोठीवाल से रुपए का लेन-देन करते हैं।

किसान ने अपनी बेटी की शादी के लिए कोठी से कुछ रुपए उधार लिए।
कोठी