ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଟା   ବିଶେଷ୍ୟ

ଅର୍ଥ : ସମଗ୍ରର ସେହି ନିର୍ଦ୍ଦିଷ୍ଟ ଭାଗ ବା ଅଂଶ ଯାହା କାହାରିକୁ ଦିଆଯାଏ ବା କାହାଠାରୁ ନିଆଯାଏ

ଉଦାହରଣ : ଚାକିରୀପାଇଁ ଜନଜାତିମାନଙ୍କ କୋଟା ସଂରକ୍ଷିତ କରାଯାଇଛି

ସମକକ୍ଷ : ନିର୍ଧାରିତ ଅଂଶ, ନିୟତାଂଶ

संपूर्ण का वह निश्चित भाग या अंश जो किसी को दिया जाए या किसी से लिया जाए।

नौकरी के लिए जनजातियों का कोटा आरक्षित होता है।
कोटा, नियतांश, निर्धारित अंश

A prescribed number.

All the salesmen met their quota for the month.
quota

ଅର୍ଥ : ଗୋଟିଏ ଦ୍ରାବିଡ଼ ଭାଷା

ଉଦାହରଣ : ଦକ୍ଷିଣ ଭାରତର ନୀଳଗିରୀ ପାହାଡରେ ରହୁଥିବା ଲୋକ କୋଟା କହନ୍ତି

ସମକକ୍ଷ : କୋଟାଭାଷା

एक द्रविड़ भाषा।

कोटा दक्षिण भारत में नीलगिरी की पहाड़ियों पर रहनेवाले लोग बोलते हैं।
कोटा, कोटार

A Dravidian language spoken by the Kota.

kota, kotar

ଅର୍ଥ : ନୀଳଗିରିର ପାହାଡ ଉପରେ ରହୁଥିବା ଲୋକ ଦ୍ରାବିଡ ଲୋକଙ୍କର ସଦସ୍ୟ

ଉଦାହରଣ : ଜଣେ କୋଟା ଆମ ଶ୍ରେଣୀରେ ପଢୁଛି

ସମକକ୍ଷ : କୋଟାର

नीलगिरी की पहाड़ियों पर रहनेवाले द्रविड़ लोगों का सदस्य।

हमारी कक्षा में एक कोटा है।
कोटा, कोटार

ଅର୍ଥ : ରାଜସ୍ଥାନ ରାଜ୍ୟର ଏକ ସହର

ଉଦାହରଣ : ତା ପୁଅ କୋଟା ସହରରେ ପଢ଼ୁଛି

ସମକକ୍ଷ : କୋଟା ସହର

भारत के राजस्थान राज्य का एक नगर।

उसका लड़का कोटा में पढ़ता है।
कोटा, कोटा शहर

ଅର୍ଥ : ରାଜସ୍ଥାନର ଏକ ଜିଲ୍ଲା

ଉଦାହରଣ : କୋଟା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ କୋଟା ସହରରେ ଅବସ୍ଥିତ

ସମକକ୍ଷ : କୋଟା ଜିଲ୍ଲା

भारत के राजस्थान प्रांत का एक जिला।

कोटा जिले का मुख्यालय कोटा शहर में है।
कोटा, कोटा ज़िला, कोटा जिला

A region marked off for administrative or other purposes.

district, dominion, territorial dominion, territory