ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେପଟେନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେପଟେନ୍   ବିଶେଷ୍ୟ

ଅର୍ଥ : ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ

ଉଦାହରଣ : କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ

ସମକକ୍ଷ : କପ୍ତାନ, କ୍ୟାପଟେନ୍

हवाई जहाज़ का मुख्य विमान चालक या पायलेट जिसके उत्तरदायित्व में वह जहाज़ होता है।

कप्तान ने यात्रियों को हवाई जहाज़ के उड़ान भरने की जानकारी दी।
कप्तान, कैप्टन

The pilot in charge of an airship.

captain, senior pilot

ଅର୍ଥ : ସେନାର ଜଣେ ଅଧିକାରୀ

ଉଦାହରଣ : କ୍ୟାପଟେନ୍ ପଦ ମେଜର ତଳେ ହୋଇଥାଏ

ସମକକ୍ଷ : କୈପଟେନ୍, କ୍ୟାପଟେନ୍

थल सेना का एक अधिकारी।

कप्तान पद में मेजर के नीचे होता है।
कप्तान, कैप्टन

An officer holding a rank below a major but above a lieutenant.

captain

ଅର୍ଥ : କୌଣସି ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ଅଧିକାରୀଙ୍କ ନିକଟରେ ଲାଇସେନ୍ସ ଅଛି

ଉଦାହରଣ : ସମୁଦ୍ର ଦସ୍ୟୁମାନେ କ୍ୟାପଟେନ୍ ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଦୀ କରିନେଲେ

ସମକକ୍ଷ : କପ୍ତାନ, କ୍ୟାପଟେନ୍, ସ୍କିପର

वह अधिकारी जिसके पास किसी व्यापारी जहाज़ को नियंत्रित करने का लाइसेंस होता है।

समूद्री दस्युओं ने कप्तान और सभी यात्रियों को बंदी बना लिया है।
कप्तान, कैप्टन, मास्टर, स्कीपर

An officer who is licensed to command a merchant ship.

captain, master, sea captain, skipper

ଅର୍ଥ : ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ

ଉଦାହରଣ : ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ

ସମକକ୍ଷ : କପ୍ତାନ, କ୍ୟାପଟେନ୍

नौसेना का वह अधिकारी जिसके नियंत्रण में युद्धपोत होता है।

कप्तान ने चालक दल से जहाज़ को पूर्व की ओर ले जाने कहा।
कप्तान, कैप्टन

The naval officer in command of a military ship.

captain, skipper