ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
କେଣ୍ଟ ଆମ୍ବ ହେଉଛି ତନ୍ତୁ ରହିତ ତଥା ମିଠାଆମ୍ବ
ସମକକ୍ଷ : କେଂଟ ଆମ୍ବ, କେଣ୍ଟ, କେଣ୍ଟ ଆମ୍ବ
ଅର୍ଥ : କେଣ୍ଟ ଆମ୍ବର ଗଛ
ଉଦାହରଣ :
କେଣ୍ଟ ଆମ୍ବଗଛ ମଧ୍ୟମ ଆକାରର ତଥା ସିଧା ହୋଇଥାଏ
ସମକକ୍ଷ : କେଂଟ ଆମ୍ବ ଗଛ, କେଂଟ ଗଛ, କେଣ୍ଟ, କେଣ୍ଟ ଆମ୍ବଗଛ, କେଣ୍ଟ ଗଛ