ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃଷ୍ଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃଷ୍ଣା   ବିଶେଷ୍ୟ

ଅର୍ଥ : ଭାରତର ଦକ୍ଷିଣ ଭାଗରେ ବହୁଥିବା ଏକ ନଦୀ

ଉଦାହରଣ : ନାଗାର୍ଜୁନ ସାଗର ବନ୍ଧ କୃଷ୍ଣାନଦୀ ଉପରେ ଅବସ୍ଥିତ

ସମକକ୍ଷ : କୃଷ୍ଣାନଦୀ

भारत के दक्षिण भाग में बहने वाली एक नदी।

नागार्जुन सागर बाँध कृष्णा नदी पर बना है।
कृष्णा, कृष्णा नदी

A large natural stream of water (larger than a creek).

The river was navigable for 50 miles.
river

ଅର୍ଥ : ରାଜା ଦ୍ରୁପଦଙ୍କ ଝିଅ ଯିଏ ପାଣ୍ଡବଙ୍କ ସ୍ତ୍ରୀ ଥିଲେ

ଉଦାହରଣ : ଦ୍ରୋପଦୀ ଯଜ୍ଞରୁ ଉତ୍ପନ୍ନ ହୋଇଥିଲେ

ସମକକ୍ଷ : ଦ୍ରୋପଦୀ, ପଂଚାଳୀ, ପଞ୍ଚାଳୀ, ପାଂଚାଳୀ, ପାଞ୍ଚାଳୀ, ଯାଜ୍ଞସେନୀ, ସତ୍ୟଗନ୍ଧା

राजा द्रुपद की कन्या जो पांडवों की पत्नी थीं।

द्रौपदी यज्ञ से उत्पन्न हुई थी।
कृष्णा, त्रिहायणी, द्रौपदी, नरनारी, पंचभर्तारी, पंचाली, पांचाली, पाञ्चाली, पार्षती, मुक्तवेणी, याज्ञसेनी, वेदिजा, सत्यगंधा, सैरंध्री, सैरन्ध्री

An imaginary being of myth or fable.

mythical being