ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃମି   ବିଶେଷ୍ୟ

ଅର୍ଥ : ପିଲାମାନଙ୍କ ପେଟରୁ ମଳ ସହିତ ବାହାରୁଥିବା କୀଟ

ଉଦାହରଣ : ଡାକ୍ତର ପେଟରୁ କୃମି ବାହାର କରିବାପାଇଁ ଔଷଧ ଦେଇଛନ୍ତି

बच्चों के पेट से मल के साथ निकलने वाले कीड़े।

डॉक्टर ने पेट से चुनचुना बाहर निकालने की दवाई दी है।
चुनचुना

Small threadlike worm infesting human intestines and rectum especially in children.

enterobius vermicularis, pinworm, threadworm

ଅର୍ଥ : ଏକ ରୋଗ

ଉଦାହରଣ : କୃମିରୋଗରେ ମଳ ସହିତ କୀଟ ବି ପଡ଼ନ୍ତି

ସମକକ୍ଷ : କୃମିରୋଗ

एक रोग।

मकेरुक में मल के साथ कीड़े भी निकलते हैं।
मकेरुक

ଅର୍ଥ : ଗୋଟିଏ ଛୋଟ, ପ୍ରଳମ୍ବିତ, ନରମ ଶରୀରର ପୋକ ଯାହା ସାଧାରଣତଃ ସଙ୍କ୍ରମଣ କାରଣରୁ ପେଟରେ ହୋଇଯାଏ

ଉଦାହରଣ : ତାହାର ପେଟରେ କୃମି ହୋଇଛି

एक छोटा, प्रलंबित, नरम शरीर का कीड़ा जो अक्सर संक्रमण के कारण पेट में हो जाता है।

उसके पेट में कृमि हैं।
कृमि

Any of numerous relatively small elongated soft-bodied animals especially of the phyla Annelida and Chaetognatha and Nematoda and Nemertea and Platyhelminthes. Also many insect larvae.

worm