ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁହୁଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁହୁଡ଼ି   ବିଶେଷ୍ୟ

ଅର୍ଥ : ପବନରେ ମିଶିଥିବା ଧୂଳି ବା ବାଷ୍ପ କାରଣରୁ ହେବା ବାଲା ଅନ୍ଧାର

ଉଦାହରଣ : ଥଣ୍ଡା ଦିନରେ ପ୍ରାୟଃ ପ୍ରାତଃକାଳରେ କୁହୁଡ଼ି ଦେଖିବାକୁ ମିଳେ

हवा में मिली हुई धूल या भाप के कारण होने वाला अँधेरा।

ठंड के दिनो में प्रायः प्रातःकाल में धुंध दिखाई पड़ती है।
धुँध, धुंध, धुन्ध

ଅର୍ଥ : ବାୟୁରେ ଥିବା ଜଳର ଅତ୍ୟନ୍ତ ସୂକ୍ଷ୍ମ କଣିକା ସମୂହ ଯାହା ଥଣ୍ଡା ହୋଇ ଜମିଯାଏ ଏବଂ ଧୀରେ ଧୀରେ ଭୂମି ଉପରେ ଖସିପଡ଼େ

ଉଦାହରଣ : ଶୀତଦିନେ ଚାରିଆଡ଼େ କୁହୁଡ଼ି ଛାଇ ହେଇଯିବାରୁ ଯିବାଆସିବା କଷ୍ଟକର ହୁଏ

ସମକକ୍ଷ : କୁଜ୍‌ଝଟିକା, କୁହେଳି, ନିହାର

वायु में जल के अत्यंत सूक्ष्म कणों के समूह जो ठंडक पाकर जम जाते हैं और धीरे-धीरे भूमि पर उतरते हैं।

जाड़े के दिनों में चारों ओर कोहरा छाया रहता है जिससे यातायात में परेशानी होती है।
कुहरा, कुहासा, कूहा, कोहरा, नभोरेणु, निहार, नीहार, मिहिका

Droplets of water vapor suspended in the air near the ground.

fog