ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଶ   ବିଶେଷ୍ୟ

ଅର୍ଥ : କାଶତଣ୍ଡୀ ଭଳି ଏକପ୍ରକାରର ଘାସ, କିଛି ଧାର୍ମିକ କାମରେ ଯାହାର ଉପଯୋଗ ହୋଇଥାଏ

ଉଦାହରଣ : ହିନ୍ଦୁ ଧାର୍ମିକ କାର୍ଯ୍ୟରେ କୁଶର ଆବଶ୍ୟକତା ପଡ଼େ

ଅର୍ଥ : ରାମଚନ୍ଦ୍ରଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : କୁଶ ଏବଂ ଲବ ରାମଚନ୍ଦ୍ରଙ୍କ ସେନାକୁ ଯୁଦ୍ଧରେ ପରାସ୍ତ କରିଦେଇଥିଲେ

रामचंद्रजी के दो पुत्रों में से एक।

कुश और लव ने राम की सेना को युद्ध में हरा दिया था।
कुश

An imaginary being of myth or fable.

mythical being