ଅର୍ଥ : ରାଜସ୍ଥାନର କୁମ୍ଭଲଗଡ଼ ସହରର ଏକ ଦୁର୍ଗ
ଉଦାହରଣ :
କୁମ୍ଭଲଗଡ଼ ଦୁର୍ଗ ଭିତରେ ଉଚ୍ଚ ଅଂଶକୁ ରାଜପ୍ରାସାଦ ଓ ନିମ୍ନ ଅଂଶକୁ ଜଳାଶୟପାଇଁ ବ୍ୟବହାର କରାଯାଉଥିଲା
ସମକକ୍ଷ : କୁଂଭଲଗଡ଼, କୁଂଭଲଗଡ଼ ଦୁର୍ଗ, କୁମ୍ଭଲଗଡ଼ ଦୁର୍ଗ
ଅର୍ଥ : ରାଜସ୍ଥାନର ଏକ ସହର
ଉଦାହରଣ :
କୁମ୍ଭଲଗଡ଼କୁ ରାଣା କୁମ୍ଭା ସ୍ଥାପନ କରିଥିଲେ
ସମକକ୍ଷ : କୁଂଭଲଗଡ଼, କୁଂଭଲଗଡ଼ ସହର, କୁମ୍ଭଲଗଡ଼ ସହର