ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁନ୍ଦା   ବିଶେଷ୍ୟ

ଅର୍ଥ : ବନ୍ଧୁକ ପଛଭାଗର ଚଉଡ଼ା ଅଂଶ

ଉଦାହରଣ : ସିପାହୀ ଚୋରକୁ କୁନ୍ଦାରେ ପିଟିପିଟି ଘାଇଲା କରିଦେଲା

ସମକକ୍ଷ : କୁଂଦା

बंदूक का पिछला चौड़ा भाग।

सिपाही ने कुंदे से मार-मारकर चोर को घायल कर दिया।
कुंदा, कुन्दा

The handle of a handgun or the butt end of a rifle or shotgun or part of the support of a machine gun or artillery gun.

The rifle had been fitted with a special stock.
gunstock, stock

ଅର୍ଥ : ଦ୍ୱାରର ଚୌକାଠ ବା ବନ୍ଧରେ ଲାଗିଥିବା ଗୋଲାକାର ବସ୍ତୁ ଯେଉଁଥିରେ ଶିକୁଳି ଲଗାଯାଏ

ଉଦାହରଣ : କବାଟ ବନ୍ଦ କରିବାପାଇଁ ସୀତା ଶିକୁଳିକୁ କୁନ୍ଦାରେ ଲଗେଇଦେଲା

ସମକକ୍ଷ : କୁହୁଣ୍ଡା, ସୋରିଷିଆ, ହୁକ

दरवाजे की चौखट या पल्ले में लगी हुई वह गोलनुमा वस्तु जिसमें साँकल अटकाई जाती है।

दरवाजा बंद करने के लिए सीता ने साँकल को कुंडे में फँसा दिया।
कुंडा, कुंडी, कुण्डा, कुण्डी