ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁନ୍ଥାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁନ୍ଥାଇବା   କ୍ରିୟାପଦ

ଅର୍ଥ : ମଳତ୍ୟାଗ କରିବାପାଇଁ ପେଟର ବାୟୁକୁ ତଳକୁ ଚାପିବା

ଉଦାହରଣ : କୋଷ୍ଟକାଷ୍ଠିନ୍ୟ ରୋଗୀ ଅଧିକ କୁନ୍ଥାନ୍ତି

ସମକକ୍ଷ : କୁନ୍ଥନ କରିବା, କୁନ୍ଥାଣ କରିବା

मल त्याग के लिए पेट की वायु नीचे दबाना।

कब्ज के रोगी अधिक काँखते हैं।
काँखना

ଅର୍ଥ : କଷ୍ଟହେତୁ ମୁହଁରୁ ବ୍ୟଥାପୂର୍ଣ୍ଣ ଶବ୍ଦ ବାହାରିବା

ଉଦାହରଣ : ସେ ଖଟରେ ପଡ଼ିରହି କୁନ୍ଥାଉଥିଲା

ସମକକ୍ଷ : ଆହା ଉହୁ କରିବା, ଉହୁ ଆହା କରିବା, କୁନ୍ଥେଇବା

कष्ट आदि में मुँह से व्यथासूचक शब्द निकलना या निकालना।

वह खाट पर पड़े-पड़े कराह रहा था।
आह भरना, आह-आह करना, कराहना