ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଣ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଣ୍ଠା   ବିଶେଷ୍ୟ

ଅର୍ଥ : ବିଫଳତା କାରଣରୁ ହେଉଥିବା ଘୋର ନିରାଶା

ଉଦାହରଣ : ବାରମ୍ବାର ପରୀକ୍ଷାରେ ଅସଫଳ ହେବା କାରଣରୁ ସେ କୁଣ୍ଠାରେ ଗ୍ରସ୍ତ ହୋଇଗଲେଣି

ସମକକ୍ଷ : କୁଣ୍ଠତା

विफलता के कारण होने वाली घोर निराशा।

बार-बार परीक्षा में असफल होने के कारण वह कुंठा से ग्रस्त हो गई है।
कुंठा, कुण्ठा

The feeling that accompanies an experience of being thwarted in attaining your goals.

defeat, frustration