ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଟୁମ୍ବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଟୁମ୍ବୀ   ବିଶେଷ୍ୟ

ଅର୍ଥ : ଆପଣା କୁଳର ଲୋକ

ଉଦାହରଣ : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ

ସମକକ୍ଷ : ପରିଜନ, ଭାଇବନ୍ଧୁ, ସ୍ୱଜନ

अपने कुल के लोग।

स्वजन कल्याण की भावना से काम करना, समाज के हित में नहीं होता।
कुटुंबी, कुटुम्बी, परिजन, भाई भतीजा, भाईबंधु, स्वजन

କୁଟୁମ୍ବୀ   ବିଶେଷଣ

ଅର୍ଥ : ଯାହାର ପରିବାର ବା କୁଟୁମ୍ବ ଅଛି

ଉଦାହରଣ : ଅନାଥ ରାଜ ବାହାଦୁର ଆଜି ଜଣେ କୁଟୁମ୍ବୀ ବ୍ୟକ୍ତି

ସମକକ୍ଷ : ପରିବାରଯୁକ୍ତ

जिसका परिवार या कुटुंब हो।

अनाथ राज बहादुर आज एक परिवारयुक्त व्यक्ति है।
कुटुंबयुक्त, परिवारयुक्त

ଅର୍ଥ : କୁଟୁମ୍ବ ସମ୍ବନ୍ଧୀୟ ବା କୁଟୁମ୍ବର

ଉଦାହରଣ : କୁଟୁମ୍ବୀ ସର୍ଦାରମାନେ ନିଜନିଜ ମଧ୍ୟରେ ଲଢ଼େଇ କରୁଛନ୍ତି

ସମକକ୍ଷ : ବଂଶୀୟ

कबीला-संबंधी या कबीले का।

कबायली सरदारों की आपस में लड़ाई होती रहती थी।
कबायली, कबीलियाई, कबीली, क़बायली, क़बीलियाई, क़बीली

Relating to or characteristic of a tribe.

Tribal customs.
tribal