ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଛିଅଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଛିଅଂଶ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, ସ୍ଥାନ, ଅବଧିଆଦିର ଅଳ୍ପ ବା ଛୋଟ ଭାଗ

ଉଦାହରଣ : ସେ ମିଠାଇର ଅଳ୍ପାଂଶ ମୁହଁରେ ଦେଇ କେତେ ଗ୍ଲାସ୍ ପାଣି ଢକ୍ ଢକ୍ କରି ପିଇଲେ

ସମକକ୍ଷ : ଅଳ୍ପାଂଶ, ସ୍ୱଳ୍ପାଂଶ

किसी वस्तु, स्थान, अवधि आदि का थोड़ा या छोटा भाग।

वह औषधि का अल्पांश मुँह में डालकर कई गिलास पानी गटक गया।
अल्प अंश, अल्पांश, न्यून अंश, न्यूनांश

A small amount or duration.

He accepted the little they gave him.
little