ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାର୍ଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାର୍ଡ଼   ବିଶେଷ୍ୟ

ଅର୍ଥ : ମୋଟା କାଗଜ ଖଣ୍ଡ ଯାହା କୌଣସି ବିଶେଷ କାମରେ ଲାଗିଥାଏ

ଉଦାହରଣ : କାର୍ଡ଼ କେତେ ପ୍ରକାରର ହୋଇଥାଏ

मोटे काग़ज़ आदि का टुकड़ा जो किसी विशेष काम के लिए होता है।

कार्ड कई तरह के होते हैं।
कार्ड

Thin cardboard, usually rectangular.

card

ଅର୍ଥ : ଖେଳିବା ନିମନ୍ତେ ମୋଟା କାଗଜର ଚାରିକୋଣିଆ ଛାପା ଖଣ୍ଡ, ଯାହା ଉପରେ ରଙ୍ଗର ଚିତ୍ର ବା ମୂର୍ତ୍ତି ତିଆରି ହୋଇଥାଏ

ଉଦାହରଣ : ସେ ରାଗିଯାଇ ତାସ୍‌କୁ ଚିରିଦେଲା ଏହି ଆଲମାରୀରେ କେତେ ମୁଠା ତାସ୍ ରଖାଯାଇଛି

ସମକକ୍ଷ : ଗଞ୍ଜପା, ତାସ୍, ପତ୍ତା

खेलने के लिए मोटे कागज़ के चौकोर छपे टुकड़े, जिन पर रंगों की बूटियाँ या तस्वीरें बनी रहती हैं।

उसने गुस्से में ताश को फाड़ दिया।
इस अलमारी में कई जोड़ी गंजीफे रखे हुए हैं।
कार्ड, गंजीफ़ा, गंजीफा, ताश, तास, पत्ता

One of a set of small pieces of stiff paper marked in various ways and used for playing games or for telling fortunes.

He collected cards and traded them with the other boys.
card