ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାର୍ଡ଼୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାର୍ଡ଼୍‌   ବିଶେଷ୍ୟ

ଅର୍ଥ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ

ଉଦାହରଣ : ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି

ସମକକ୍ଷ : ପତ୍ର

लिखा हुआ काग़ज़ आदि, विशेषतः वह काग़ज़ आदि जिस पर किसी विषय से संबंधित कोई महत्व की बात लिखी हो।

उसका प्रवेश पत्र कहीं खो गया है।
पत्र, पत्रिका