ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରତୁସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରତୁସ   ବିଶେଷ୍ୟ

ଅର୍ଥ : ମୋଟା କାଗଜରେ ତିଆରି ନଳି ଯେଉଁଥିରେ ଗୁଳି ତଥା ବାରୁଦ ଭର୍ତ୍ତିହୋଇଥାଏ

ଉଦାହରଣ : ସିପାହୀ ଗୁଳିଚାଳନା କରିବା‌ପାଇଁ ରାଇଫଲରେ କାରତୁସ ଭର୍ତ୍ତିକରୁଛି

ସମକକ୍ଷ : ଟୋଟା

मोटे कागज की बनी नली जिसमें गोली,छर्रा तथा बारूद भरी रहती है।

सिपाही फायर करने के लिए राइफल में कारतूस भर रहा है।
कारतूस, टोटा

Ammunition consisting of a cylindrical casing containing an explosive charge and a bullet. Fired from a rifle or handgun.

cartridge