ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାମନା ପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାମନା ପୂର୍ଣ୍ଣ   ବିଶେଷଣ

ଅର୍ଥ : ଯାହା ଇଚ୍ଛାରେ ପୂର୍ଣ୍ଣହୋଇଛି ବା ଯାହାର ବହୁତ ଇଚ୍ଛା ଅଛି

ଉଦାହରଣ : ପୌରାଣିକ ଯୁଗରେ ଅଭିଳାଷପୂର୍ଣ୍ଣ ଅସୁର ନିଜର ଇଚ୍ଛାର ପୂର୍ତ୍ତିପାଇଁ ଭଗବାନ ଭୋଳାନାଥଙ୍କୁ ଆରାଧନା କରୁଥିଲେ

ସମକକ୍ଷ : ଅଭିଳାଷ ପୂର୍ଣ୍ଣ, ଇଚ୍ଛା ପୂର୍ଣ୍ଣ

जो इच्छा से पूर्ण हो या जिसे बहुत सारी इच्छाएँ हों।

पौराणिक युग में इच्छापूर्ण असुर अपनी इच्छाओं की पूर्ति के लिए भगवान भोलेनाथ की आराधना करते थे।
अभिलाषापूर्ण, इच्छापूर्ण, कामनापूर्ण, ललकित, सकाम

Having or expressing desire for something.

Desirous of high office.
Desirous of finding a quick solution to the problem.
desirous, wishful