ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାବ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାବ୍ୟ   ବିଶେଷ୍ୟ

ଅର୍ଥ : ସେହି ରଚନା, ବିଶେଷତଃ ପଦ୍ୟ ରଚନା, ଯାହା କୌଣସି ରସ ବା ମନୋବେଗରେ ପୂର୍ଣ୍ଣ

ଉଦାହରଣ : ରସଯୁକ୍ତ ବାକ୍ୟକୁ କାବ୍ୟ କୁହାଯାଏ

ସମକକ୍ଷ : କବିତା, ପଦ୍ୟ, ଶାଏରୀ

वह रचना, विशेषतः पद्य की रचना, जिससे चित्त किसी रस या मनोवेग से पूर्ण हो जाए।

रसयुक्त वाक्य ही काव्य कहलाता है।
कविता, काव्य, पद, पद्य, शायरी

A composition written in metrical feet forming rhythmical lines.

poem, verse form

ଅର୍ଥ : ଗୋଟିଏ ପ୍ରକାରରୋଳା ଛନ୍ଦ

ଉଦାହରଣ : କାବ୍ୟର ପ୍ରତ୍ୟେକ ପାଦରେ ବାରଟି କରି ମାତ୍ରା ଲଘୁ ଥାଏ

रोला छंद का एक प्रकार।

काव्य के प्रत्येक चरण की ग्यारहवीं मात्रा लघु होती है।
काव्य

ଅର୍ଥ : ଯେଉଁ ପୁସ୍ତକରେ କବିତା ଥାଏ

ଉଦାହରଣ : କାମାୟନୀ ପ୍ରସାଦଙ୍କର ଗୋଟିଏ ଉତ୍କୃଷ୍ଟ କାବ୍ୟ ଗ୍ରନ୍ଥ ଅଛି

ସମକକ୍ଷ : କାବ୍ୟ ଗ୍ରନ୍ଥ, କାବ୍ୟ ରଚନା

वह पुस्तक जिसमें कविता हो।

कामायनी प्रसाद का एक उत्कृष्ट काव्य ग्रंथ है।
काव्य, काव्य ग्रंथ, काव्य रचना

Literature in metrical form.

poesy, poetry, verse