ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଚିବା   କ୍ରିୟାପଦ

ଅର୍ଥ : ଧୋଇବା ସମୟରେ କପଡ଼ାକୁ ବାରମ୍ବାର ପିଟିବା

ଉଦାହରଣ : ଧୋବଣୀ କପଡ଼ାକୁ ପଥର ଉପରେ କାଚୁଛି

ସମକକ୍ଷ : ପିଟି ସଫାକରିବା

धोते समय कपड़े को बार-बार पटकना।

धोबी कपड़ों को पत्थर पर पछाड़ता है।
पछाड़ना