ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କସରତିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କସରତିଆ   ବିଶେଷଣ

ଅର୍ଥ : ଯିଏ କସରତ କରିବାଯୋଗୁଁ ହୃଷ୍ଟପୁଷ୍ଟ ଓ ବଳବାନ

ଉଦାହରଣ : ପହିଲମାନର ବଳିଷ୍ଠ ଦେହ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥିଲା

ସମକକ୍ଷ : ବଳିଷ୍ଠ, ବଳୁଆ

जो कसरत करने के कारण पुष्ट और बलवान हो।

पहलवान का कसरती बदन दर्शकों को आकर्षित कर रहा था।
कसरती, व्यायामी