ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ଉଦାହରଣ : ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ସମକକ୍ଷ : କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
जिससे दुख पहुँचे या दुख देनेवाला।
Causing physical discomfort.
ଅର୍ଥ : ଯାହା ପୀଡ଼ା ଦିଏ
ଉଦାହରଣ : ବୃଦ୍ଧାବସ୍ଥା ଦୁଃଖଦାୟକ
ସମକକ୍ଷ : କଷ୍ଟକର, କଷ୍ଟପ୍ରଦ, ଦୁଃଖଦାୟକ, ପୀଡ଼ାଦାୟକ
जो पीड़ा देनेवाला हो या जिसमें पीड़ा हो।
Causing or marked by grief or anguish.
ସଂସ୍ଥାପନ କରନ୍ତୁ