ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷରା   ବିଶେଷ୍ୟ

ଅର୍ଥ : ଯେଉଁ ବଳଦ ଦେହରେ ଲାଲ ଓ କଳା ରଙ୍ଗର ଲୋମ ଥାଏ

ଉଦାହରଣ : ଚାଷୀ ଛଉଆ ଓ କଷରାକୁ ଶଗଡ଼ଗାଡ଼ିରେ ଯୋଚୁଛି

ସମକକ୍ଷ : କଷରା ବଳଦ

ऐसा बैल जिसके शरीर पर लाल और काले रंग के बाल हों।

किसान सोकन और महुले को गाड़ी में जोत रहा है।
महुला, महुला बैल

An adult castrated bull of the genus Bos. Especially Bos taurus.

ox

କଷରା   ବିଶେଷଣ

ଅର୍ଥ : ଧଳା ତଥା କଳା ବା ଧଳା ତଥା ଲାଲ ରଙ୍ଗର

ଉଦାହରଣ : କୃଷକ କଷରା ବଳଦ ଶଗଡ଼ରେ ଯୋଚୁଛି

ସମକକ୍ଷ : ଗେରୁଆ

सफेद तथा काला या सफेद तथा लाल रंग का।

किसान कबरे बैल को गाड़ी में जोत रहा है।
अबलक, अबलख, कबरा