ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳେଇ   ବିଶେଷ୍ୟ

ଅର୍ଥ : ମୁଞ୍ଜ ଖଡ଼ିପତ୍ରଆଦିରେ ବନ୍ଧାହୋଇଥିବା ବିଡ଼ା

ଉଦାହରଣ : କୃଷକ ବିଲରୁ ଧାନ କଳେଇ ଉଠାଉଛି

ସମକକ୍ଷ : ହଳା

मूँज, खरपत आदि का बँधा हुआ गट्ठा।

किसान खेत से धान के पूले उठा रहा है।
अटिया, आँट, आँटी, आंट, आंटी, कुंड, कुण्ड, पुल्ला, पूलक, पूला, मुट्ठा

ଅର୍ଥ : ଧାନର ବିଡ଼ା

ଉଦାହରଣ : ଚାଷୀ କଳେଇରୁ ବିହନ ଲାଗି ମିଶାଧାନ ବାଛୁଚି

धान का बियाड़।

किसान बेहनौर में धान के बीज उखाड़ रहा है।
बेहनौर