ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାବଜାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାବଜାରୀ   ବିଶେଷ୍ୟ

ଅର୍ଥ : ଟିକେଟକୁ କିଣାଦାମଠାରୁ ଅଧିକ ଦାମରେ ବିକ୍ରୀ କରିବାର ଆଇନବିରୁଦ୍ଧ କ୍ରିୟା

ଉଦାହରଣ : ସେ ଟିକେଟ କଳାବଜାରୀ କଲାବେଳେ ଧରା ପଡ଼ିଲା

ସମକକ୍ଷ : ବ୍ଲାକ୍

टिकट को खरीदे हुए दाम से अधिक दाम में बेचने की क्रिया जो गैरकानूनी माना जाता है।

वह टिकट ब्लैक करते हुए पकड़ा गया।
ब्लैक

ଅର୍ଥ : (ଚୋରିଦ୍ୱାରା) ସଞ୍ଚିତ ବସ୍ତୁଗୁଡ଼ିକ ମନଇଚ୍ଛା ଦାମରେ ବିକିବା ପ୍ରକ୍ରିୟା

ଉଦାହରଣ : ଆଜିକାଲି ବ୍ୟବସାୟୀମାନେ କଳାବଜାରୀ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

(चोरी से) संचित वस्तुओं को मनमाने दाम पर बेचने की क्रिया।

आजकल के व्यापारी काला बाजारी से लाखों कमा लेते हैं।
काला बजारी, काला बाजारी, कालाबज़ारी, कालाबाजारी