ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାଜିରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାଜିରା   ବିଶେଷ୍ୟ

ଅର୍ଥ : କଳା ରଙ୍ଗର ଏକ ମଞ୍ଜି ଯାହାକୁ ମସଲା ଭାବେ ବ୍ୟବହାର କରାଯାଏ

ଉଦାହରଣ : ମଇଦା ଚକଟାରେ କଳାଜିରା ପକେଇଲେ ଭଲ ସ୍ୱାଦୁ ମିଳେ

काले रंग का एक बीज जो मसाले के रूप में प्रयुक्त होता है।

मठरी में कलौंजी डालने से अच्छा स्वाद आता है।
करायल, कलोंजी, कलौंजी, काला जीरा, पतिंबरा, पतिम्बरा, मँगरैल, मँगरैला, मँगरौल, मंगरैल, मंगरैला, मंगरौल, मनोज्ञा, वृहज्जीरक

ଅର୍ଥ : ଜିରା ଭଳି କଳା ରଙ୍ଗର ଗୋଟିଏ ମଞ୍ଜି

ଉଦାହରଣ : କଳାଜିରା ପୁଷ୍ଟିକର ହୋଇଥାଏ

जीरे के समान एक काले रंग का बीज।

बालंगा पुष्टिकर होता है।
तूतमंगला, बालंगा